forked from Helsinki-NLP/Tatoeba-Challenge
-
Notifications
You must be signed in to change notification settings - Fork 0
/
Copy pathtest.txt
33 lines (33 loc) · 4.04 KB
/
test.txt
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
eng ori What are humans doing !! ମଣିଷ ମାନେ କଣ କରୁଛନ୍ତି!!
eng ori Hey, you. ହେଇ, ତୁମେ।
eng ori I am really tired of living. ମୁଁ ଆଉ ବଞ୍ଚିବାକୁ ଚାହୁଁନି
eng ori He said that he wasn't impressed. ସେ କହିଲା ଯେ ସେ ପ୍ରଭାବିତ ହୋଇନଥିଲା _
eng ori They knew that they should do that. ସେମାନେ ଜାଣିଥିଲେ ଯେ ତାହା କରିବା ଆବଶ୍ୟକ ଅଟେ _
eng ori Enable your new setting. ନୂଆ ସେଟିଙ୍ଗ ସଚଳ କରନ୍ତୁ
eng ori Do you google your symptoms to reach a diagnosis? ଆପଣ ଲକ୍ଷଣ କୁ ଗୁଗୁଲ୍ କରି ରୋଗ ଚିହ୍ନନ୍ତି କି?
eng ori Do you really think Tom is the only one here who can speak French? ତୁମେ କଣ ପ୍ରକୃତରେ ଏହା ଭାବୁଛ ଯେ ଏଠାରେ କେବଳ ଟମ୍ ହିଁ ଫ୍ରେଞ୍ଚ୍ ବୋଲିପାରିବ?
eng ori This is happening. ଏହା ଘଟୁଛି _
eng ori Water is life. ଜଳ ହିଁ ଜୀବନ ।
eng ori Bicycles are a healthier form of transportation. ସାଇକେଲ ହେଉଛି ଗମନାଗମନର ଏକ ସୁସ୍ଥ ମାଧ୍ୟମ _
eng ori However, if he is brain-dead, he will never think, speak, or hear again. ହେଲେ ଯଦି ତାର ମସ୍ତିଷ୍କ ଅକାମି ହୋଇଯାଇଥିବ ତେବେ, ସେ ଆଉ କେବେ ଭାବିପାରିବନି, କହିପାରିବନି, ଅବା ଶୁଣିପାରିବନି _
eng ori How should we do that? ଆମେ ତାହା କିପରି କରିବୁ?
eng ori I will. ମୁ କରିବି।
eng ori Did you see anyone suspicious? ତୁମେ କୌଣସି ସନ୍ଦେହଜନକ ବ୍ୟକ୍ତିଙ୍କୁ ଦେଖିଲ କି?
eng ori What time is it? କେତେଟା ସମୟ ହେଲା?
eng ori Tom said that Mary could have probably done that. ଟମ୍ କହିଲା ଯେ ବୋଧହୁଏ ମେରି ତାହା କରିଥାଇପାରେ _
eng ori Layla's shirt was covered in blood. ଲାୟଲାର ଶାର୍ଟଟି ରକ୍ତରେ ଭିଜି ଯାଇଥିଲା _
eng ori Turtles don't have teeth. କଇଁଛମାନଙ୍କ ଦାନ୍ତ ନଥାଏ
eng ori Tom could be incompetent. ଟମ୍ ଅଦକ୍ଷ୍ୟ ହୋଇପାରେ _
eng ori Doctor Sir, please write an Odia song in this theme. ଡାକ୍ତର ବାବୁ, ଏଇ ଥିମ ରେ ଓଡ଼ିଆ ଗୀତ ଟିଏ ଲେଖନ୍ତୁ
eng ori I can't make out what she wants. ସେ କଣ ଚାହୁଁଛି ମୁଁ ବୁଝିପାରୁନାହିଁ _
eng ori My parents won't let me date. ମୋର ପିତାମାତା ମୋତେ ପ୍ରେମ ସମ୍ପର୍କ ଗଢିବାକୁ ଦିଅନ୍ତି ନାହିଁ _
eng ori Stay frosty. ହେ
eng ori Like it? ଭଲ ଲାଗୁଛି?
eng ori I didn't think Tom would tell Mary how to do that. ମୁଁ ଏହା ଭାବିନଥିଲି ଯେ ଟମ୍ ମେରୀକୁ କହିବ ସେ କାର୍ଯ୍ୟଟି କିପରି କରାଯିବ _
eng ori You didn't look like you were lonely. ତୁମକୁ ଦେଖିଲେ ଏକାକୀ ପରେ ମନେ ହେଉନଥିଲ _
eng ori True. ସତ।
eng ori Speaking. କହୁଛି ।
eng ori For me, December is the most important month of the year. ମୋ ପାଇଁ ଡିସେମ୍ବର୍ ମାସଟି ବର୍ଷର ସବୁଠାରୁ ଗୁରୁତ୍ବପୂର୍ଣ ଅଟେ _
eng ori What was your main attraction on the holidays of Ganesh and Saraswati in school? ସ୍କୁଲ ଆଉ କଲେଜରେ ଆପଣଙ୍କର ପାଇଁ ଗଣେଶ ପୂଜା ଆଉ ସରସ୍ବତୀ ପୂଜାର ଆକର୍ଷଣ କଣ ଥିଲା?
eng ori Are you writing in a different language? ଅଲଗା ଭାଷାରେ ଲେଖୁଛନ୍ତି କି?
eng ori Reject. ନାକଚ